2 Samuel 17:28 — Compare Translations

5 translations compared side by side

Odia - 1840
"ଅେମ୍ମାନୀୟମାନେ ବିଛଣା, ମାଠିଆ, ଅନ୍ଯାନ୍ଯ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ୟବ, ମଇଦା, ଭଜାଶସ୍ଯ, ଶିମ, ମସକ୍ସ୍ଟର ଏବଂ ଭଜା ବିରି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶଯ୍ୟା ଓ ପାନପାତ୍ର ଓ ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ ଓ ଯବ ଓ ମଇଦା ଓ ଭଜାଶସ୍ୟ ଓ ଶିମ ଓ ମସୁର ଓ ଭଜା ବିରି
Odia Bible ERV 2004 (ପବିତ୍ର ବାଇବଲ)
ଅମ୍ମୋନୀୟମାନେ ବିଛଣା, ମାଠିଆ, ଅନ୍ୟାନ୍ୟ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ଯବ, ମଇଦା, ଭଜାଶସ୍ୟ, ଶିମ, ମସୁର ଏବଂ ଭଜା ବିରି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶଯ୍ୟା, ପାନପାତ୍ର, ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ, ଯବ, ମଇଦା, ଭଜା ଶସ୍ୟ, ଶିମ, ମସୁର ଓ ଭଜା ବିରି
Odia IRV 2017 (ଓଡିଆ ବାଇବେଲ)
ଶଯ୍ୟା, ପାନପାତ୍ର, ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ, ଯବ, ମଇଦା, ଭଜାଶସ୍ୟ, ଶିମ, ମସୁର ଓ ଭଜା ବିରି