2 Samuel 17:5 — Compare Translations
5 translations compared side by side
Odia - 1840
"କିନ୍ତୁ ଅବଶା ଲୋମ କହିଲେ, ଅର୍କୀଯ ହୂଶଯକକ୍ସ୍ଟ ମଧ୍ଯ ଡାକ, ଆଉ ସେ କ'ଣ କହକ୍ସ୍ଟଛି ଶକ୍ସ୍ଟଣିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଅବଶାଲୋମ କହିଲା, ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କʼଣ କହେ, ତାହା ମଧ୍ୟ ଶୁଣିବା ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଅବଶାଲୋମ କହିଲେ, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କ’ଣ କହୁଅଛି ଶୁଣିବା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଅବଶାଲୋମ କହିଲା, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କʼଣ କହେ, ତାହା ମଧ୍ୟ ଶୁଣିବା।”
Odia IRV 2017 (ଓଡିଆ ବାଇବେଲ)
ତେବେ ଅବଶାଲୋମ କହିଲା, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କ’ଣ କହେ, ତାହା ମଧ୍ୟ ଶୁଣିବା।”