2 Samuel 18:25 — Compare Translations

5 translations compared side by side

Odia - 1840
"ପ୍ରହରୀଟି ରାଜା ଦାଉଦଙ୍କକ୍ସ୍ଟ କହିଲେ, ରାଜା ଦାଉଦ କହିଲେ, ଯଦି ସେ ଲୋକଜଣକ ଏକା ଆସକ୍ସ୍ଟଅଛି ତବେେ ସେ ଖବର ନଇେ ଆସିଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ପ୍ରହରୀ ଉଚ୍ଚୈଃସ୍ଵରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, ଯେବେ ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ଵାଦ ଅଛି । ଏଥିରେ ସେ ଆସୁ ଆସୁ ନିକଟବର୍ତ୍ତୀ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରହରୀଟି ରାଜା ଦାଉଦଙ୍କୁ କହିଲା, ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।” ଲୋକ ଜଣକ ସହରର ନିକଟରୁ ନିକଟତର ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ପ୍ରହରୀ ଉଚ୍ଚସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।
Odia IRV 2017 (ଓଡିଆ ବାଇବେଲ)
ତହୁଁ ପ୍ରହରୀ ଉଚ୍ଚୈଃସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।