2 Samuel 18:30 — Compare Translations

5 translations compared side by side

Odia - 1840
"ତା'ପରେ ରାଜା କହିଲେ, ଏଠାରକ୍ସ୍ଟ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର। ଅହୀମାସ ସଠାେରକ୍ସ୍ଟ ୟାଇ ଅନ୍ୟତ୍ର ଠିଆ ହାଇେ ଅପେକ୍ଷା କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ରାଜା କହିଲେ, ଏଆଡ଼େ ଆସି ରହ । ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ରାଜା କହିଲେ, “ଏଠାରୁ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର।” ଅହୀମାସ ସେଠାରୁ ଯାଇ ଅନ୍ୟତ୍ର ଠିଆ ହୋଇ ଅପେକ୍ଷା କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ରାଜା କହିଲେ, “ଏଆଡ଼େ ଆସି ଠିଆ ହୁଅ।” ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ରାଜା କହିଲେ, “ଏଆଡ଼େ ଆସି ଠିଆ ହୁଅ।” ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା।