2 Samuel 19:11 — Compare Translations
5 translations compared side by side
Odia - 1840
"ରାଜା ଦାଉଦ ସାଲଦାକ୍ ଓ ଅବିଯାଥରଙ୍କକ୍ସ୍ଟ ଯାଜକମାନଙ୍କ ନିକଟକକ୍ସ୍ଟସଗାଟିଏ ବାର୍ତ୍ତା ପଠାଇଲଲ। ଦାଉଦ କହିଲଲ, ତୁମ୍ଲଭମାଲନ ୟାଅ ଓ ୟିହକ୍ସ୍ଟଦାର ପ୍ରାଚୀନବର୍ଗମାନଙ୍କୁ କକ୍ସ୍ଟହ, 'ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଆଣିବା ପାଇଁ ସସମ୍ତ ଇଶ୍ରାଲୟଲ କହନ୍ତି। ତାସହଲଲ ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଫଲରାଇ ଆଣିବା ପାଇଁ ତୁମ୍ଲଭମାଲନ କାହିଁକି ଅନ୍ତିମସଗାଷ୍ଠୀସହଉଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଶ୍ଚାତ୍ପଦ ହେଉଅଛ?
Odia Bible ERV 2004 (ପବିତ୍ର ବାଇବଲ)
ରାଜା ଦାଉଦ ସାଦୋକ୍ ଓ ଅବିୟାଥରଙ୍କୁ ଯାଜକମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଲେ। ଦାଉଦ କହିଲେ, “ତୁମ୍ଭେମାନେ ଯାଅ ଓ ଯିହୁଦାର ପ୍ରାଚୀନବର୍ଗମାନଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସସମ୍ତ ଇସ୍ରାଏଲ କହନ୍ତି। ତାହାହେଲେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ?
Odia IRV 2017 (ଓଡିଆ ବାଇବେଲ)