2 Samuel 19:18 — Compare Translations

5 translations compared side by side

Odia - 1840
"ସଲାକମାଲନ ୟର୍ଦ୍ଦନ ନଦୀ ପାରସହାଇ ରାଜାଙ୍କ ପରିବାର ଓ ରାଜାଙ୍କକ୍ସ୍ଟ ନଦୀ ପାର କରି ୟିହକ୍ସ୍ଟଦାକକ୍ସ୍ଟ ଆଣିବାକକ୍ସ୍ଟ ଗଲଲ। ରାଜା ଯାହା ଇଚ୍ଛା କଲଲସଲାକମାଲନ ତାହା କଲଲ।ସଯଲତଲବଲଳ ରାଜା ନଦୀ ପାର ହୋଉଥିଲଲ,ସସହି ସମୟଲର ଶିମିଯିର ପକ୍ସ୍ଟତ୍ର ଗଲରା ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ଆସିଲା। ଶିମିଯି ଆସି ରାଜାଙ୍କ ସମ୍ମକ୍ସ୍ଟଖସର ଭୂମିଷ୍ଟ ପ୍ରଣାମ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ରାଜାଙ୍କର ପରିବାରବର୍ଗକୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା କରିବା ପାଇଁ ଗୋଟାଏ ଘାଟ-ନୌକା ଅନ୍ୟ ପାରିକି ଯାଉଥାଏ । ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କ ପରିବାର ଓ ରାଜାଙ୍କୁ ନଦୀ ପାର କରି ଯିହୁଦାକୁ ଆଣିବାକୁ ଗଲେ। ରାଜା ଯାହା ଇଚ୍ଛା କଲେ ଲୋକମାନେ ତାହା କଲେ। ଯେତେବେଳେ ରାଜା ନଦୀ ପାର ହୋଉଥିଲେ, ସେହି ସମୟରେ ଶିମିୟିର ପୁତ୍ର ଗେରା ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା। ଶିମିୟି ଆସି ରାଜାଙ୍କ ସମ୍ମୁଖରେ ଭୂମିଷ୍ଟ ପ୍ରଣାମ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।