2 Samuel 19:2 — Compare Translations

5 translations compared side by side

Odia - 1840
"ଦାଉଦଙ୍କର ସୌନ୍ଯଦଳସସଦିନ ୟକ୍ସ୍ଟଦ୍ଧସର ଜଯଲାଭ କଲଲ। କିନ୍ତୁ ଜଯଲାଭ କରିବାର ଆନନ୍ଦ ସମସ୍ତସଲାକମାନଙ୍କ ପାଇଁ ଦକ୍ସ୍ଟଃଖସର ପରିଣତସହଲା। ଏହା ଥିଲା ଏକ ଦକ୍ସ୍ଟଃଖର ଦିନ, କାରଣସଲାକମାଲନ ଶୁଣିବାକୁ ପାଇଲଲସଯ, ରାଜା ତାଙ୍କର ନିଜ ପକ୍ସ୍ଟତ୍ର ପାଇଁ ଅତ୍ଯନ୍ତ ଦକ୍ସ୍ଟଃଖିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ସେହି ଦିବସର ଜୟ ସକଳ ଲୋକଙ୍କ ପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ବ୍ୟଥିତ ହେଉଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦଙ୍କର ସୈନ୍ୟଦଳ ସେଦିନ ଯୁଦ୍ଧରେ ଜୟଲାଭ କଲେ। କିନ୍ତୁ ଜୟଲାଭ କରିବାର ଆନନ୍ଦ ସମସ୍ତ ଲୋକମାନଙ୍କ ପାଇଁ ଦୁଃଖରେ ପରିଣତ ହେଲା। ଏହା ଥିଲା ଏକ ଦୁଃଖର ଦିନ, କାରଣ ଲୋକମାନେ ଶୁଣିବାକୁ ପାଇଲେ ଯେ, “ରାଜା ତାଙ୍କର ନିଜ ପୁତ୍ର ପାଇଁ ଅତ୍ୟନ୍ତ ଦୁଃଖିତ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କ ପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କ ପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ।