2 Samuel 19:38 — Compare Translations
5 translations compared side by side
Odia - 1840
"ତା'ପଲର ରାଜା ଉତ୍ତରସଦଲଲ, କିମ୍ହମ୍ସମା ସଙ୍ଲଗ ପାରସହାଇ ୟିବ। ମୁ ତାକକ୍ସ୍ଟ ତକ୍ସ୍ଟମ୍ଭ ପାଇଁ ଦୟାସଦଖାଇବି। ମୁ ତକ୍ସ୍ଟମ୍ଭ ପାଇଁ ସବୁକିଛି କରିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ରାଜା ଉତ୍ତର କଲେ, କିମ୍ହମ୍ ମୋʼ ସଙ୍ଗେ ପାର ହୋଇ ଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋʼ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ରାଜା ଉତ୍ତର ଦେଲେ, “କିମ୍ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ରାଜା ଉତ୍ତର କଲେ, “କିମ୍ହମ୍ ମୋʼ ସଙ୍ଗେ ପାର ହୋଇଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋʼ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି।”
Odia IRV 2017 (ଓଡିଆ ବାଇବେଲ)
ଏଥିରେ ରାଜା ଉତ୍ତର କଲେ, “କିମ୍ହମ୍ ମୋ’ ସଙ୍ଗେ ପାର ହୋଇ ଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋ’ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି।”