2 Samuel 2:20 — Compare Translations

5 translations compared side by side

Odia - 1840
"ଅବନର ପଛକକ୍ସ୍ଟ ଅନାଇ କହିଲା, ଅସା ହେଲ୍ ଏ କି ତୁମ୍ଭେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଅବ୍ନର ଆପଣା ପଛକୁ ଅନାଇ କହିଲା, ଅସାହେଲ, ଏ କି ତୁମ୍ଭେ? ସେ ଉତ୍ତର କଲା, ମୁଁ ।
Odia Bible ERV 2004 (ପବିତ୍ର ବାଇବଲ)
ଅ‌‌ବ୍‌‌ନର ପଛକୁ ଅନାଇ କହିଲା, “ଅସାହେଲ୍ ଏ କି ତୁମ୍ଭେ?” ସେ ଉତ୍ତର କଲା, “ହଁ, ମୁଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
Odia IRV 2017 (ଓଡିଆ ବାଇବେଲ)
ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”