2 Samuel 2:21 — Compare Translations

5 translations compared side by side

Odia - 1840
"ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ। କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଅବ୍ନର ତାହାକୁ କହିଲା, ତୁମ୍ଭେ ଆପଣା ଦକ୍ଷିଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ । ମାତ୍ର ଅସାହେଲ ତାହାର ପଶ୍ଚାତ୍ଗମନରୁ ଫେରିଲା ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଅସାହେ‌ଲ୍‌କୁ ହତ୍ୟା କରିବା ପାଇଁ ଅ‌‌ବ୍‌‌ନର ଗ୍ଭହୁଁ ନ ଥିଲେ। ତେଣୁ ଅ‌‌ବ୍‌‌ନର ଅସାହେ‌ଲ୍‌କୁ କହିଲେ, “ମୋ’ ପଛରେ ଦୌଡ଼ିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛରେ ଦୌଡ଼, ତା’ଠାରୁ ତୁମ୍ଭେ ସହଜରେ ସାଂଜୁ ଛଡ଼ାଇ ତୁମ୍ଭ ପାଇଁ ଆଣି ପାରିବ।” କିନ୍ତୁ ଅସାହେଲ୍ ମନା କଲେ ଓ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।