2 Samuel 2:32 — Compare Translations
5 translations compared side by side
Odia - 1840
"ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବୈଥ୍ଲେହମ୍ସ୍ଥିତ ତାହାର ପିତାର କବରରେ କବର ଦେଲେ । ପୁଣି ଯୋୟାବ ଓ ତାହାର ଲୋକମାନେ ରାତ୍ରିଯାକ ଗମନ କଲେ ଓ ହିବ୍ରୋଣ ନିକଟରେ ସେମାନଙ୍କୁ ସକାଳ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦର ସୈନ୍ୟମାନେ ଅସାହେଲ୍ର ଶରୀରକୁ ଆଣି ବୈଥ୍ଲେହମ ସ୍ଥିତ ତା’ର ପିତାଙ୍କର କବରରେ କବର ଦେଲେ। ପୁଣି ଯୋୟାବ ଓ ତା’ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବୁଲିଲେ। ଏବଂ ସକାଳ ହେଲା ବେଳକୁ ସେମାନେ ହିବ୍ରୋଣ ନିକଟରେ ପହଞ୍ଚି ଯାଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।
Odia IRV 2017 (ଓଡିଆ ବାଇବେଲ)
ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।