2 Samuel 2:8 — Compare Translations

5 translations compared side by side

Odia - 1840
"ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥି ମଧ୍ୟରେ ନରର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ,
Odia Bible ERV 2004 (ପବିତ୍ର ବାଇବଲ)
ଈ‌ଶ୍‌ବୋଶତ୍ ରାଜା ହେଲେ ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,
Odia IRV 2017 (ଓଡିଆ ବାଇବେଲ)
ଏଥି ମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,