2 Samuel 20:24 — Compare Translations
5 translations compared side by side
Odia - 1840
"ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅଦୋରାମ୍ ବେଠି-କର୍ମର ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ ଇତିହାସ-ଲେଖକ,
Odia Bible ERV 2004 (ପବିତ୍ର ବାଇବଲ)
ଅଦୋରାମ୍ ବେଠି କର୍ମ ଓ କର ଆଦାୟ କରିବାର ଦାୟିତ୍ୱରେ ଥିଲା ଏବଂ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଯେ କି ଥିଲା ଜଣେ ଇତିହାସ ଲେଖକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଅଦୋନୀରାମ୍ ବେଠିକର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ,
Odia IRV 2017 (ଓଡିଆ ବାଇବେଲ)
ଆଉ ଅଦୋନୀରାମ୍ ବେଠିକର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ,