2 Samuel 23:24 — Compare Translations

5 translations compared side by side

Odia - 1840
"ଯୋୟାବର ଭ୍ରାତା ଅସା ହେଲ ଉକ୍ତ ତିରିଶ ଜଣ ମଧିଅରେ ଜଣେ ଥିଲା। ସହେି ତିରିଶ ଜଣ ବୀରମାନଙ୍କ ମଧିଅରେ ବୈଥ୍ଲହମେସ୍ଥ ଦୋଦୟର ପକ୍ସ୍ଟତ୍ର ଇଲ୍ହାନନ୍ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥ୍ଲିହିମ୍ସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
Odia Bible ERV 2004 (ପବିତ୍ର ବାଇବଲ)
ତିରିଶ୍ ଜଣ ମହା ଯୋଦ୍ଧା ଯୋୟାବର ଭ୍ରାତା ଅସାହେଲ୍ ଉକ୍ତ ତିରିଶ୍ ଜଣ ମଧ୍ୟରେ ଜଣେ ଥିଲା। ସେହି ତିରିଶ୍ ଜଣ ବୀରମାନଙ୍କ ମଧ୍ୟରେ ବୈ‌ଥ୍‌ଲେହମସ୍ଥ ଦୋଦୟର ପୁତ୍ର ଇ‌ଲ୍‌ହାନନ୍ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍‍ହାନନ୍‍;
Odia IRV 2017 (ଓଡିଆ ବାଇବେଲ)
ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍‍ହାନନ୍‍;