2 Samuel 3:15 — Compare Translations

5 translations compared side by side

Odia - 1840
"ଇଶ୍ବୋଶତ୍ ଲୋକ ପଠାଇ ଲଯିଶର ପକ୍ସ୍ଟତ୍ର ପଲ୍ଟିଯେଲ୍ ନାମକ ତାହାର ସ୍ବାମୀ ନିକଟରକ୍ସ୍ଟ ମୀଖଲକକ୍ସ୍ଟ ନଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହଁରେ ଈଶ୍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ଵାମୀ ନିକଟରୁ ମୀଖଲକୁ ନେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଈ‌ଶ୍‌ବୋଶତ୍ ଲୋକ ପଠାଇ ଲୟିଶର ପୁତ୍ର ପ‌ଲ୍‌ଟିୟେଲ୍ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଈଶ୍‍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଈଶ୍‍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍‍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।