2 Samuel 3:16 — Compare Translations
5 translations compared side by side
Odia - 1840
"ତା'ର ସ୍ବାମୀ ରୋଦନ କଲା ଏବଂ ବହକ୍ସ୍ଟରୀମ ପର୍ୟ୍ଯନ୍ତ ତାକକ୍ସ୍ଟ ଅନକ୍ସ୍ଟସରଣ କଲା। ତା'ପରେ ଅବନର ପଲଟିଯଲଙ୍କେକ୍ସ୍ଟ କହିଲା, ୟାଅ, ଫରେିୟାଅ, ତା'ପରେ ସେ ଫରେିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତାହାର ସ୍ଵାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା । ଏଥିରେ ଅବ୍ନର ତାହାକୁ କହିଲା, ଯାଅ ଫେରିଯାଅ; ତହୁଁ ସେ ଫେରିଗଲା ।
Odia Bible ERV 2004 (ପବିତ୍ର ବାଇବଲ)
ତା’ର ସ୍ୱାମୀ ରୋଦନ କଲା ଏବଂ ବହୁରୀମ ପର୍ଯ୍ୟନ୍ତ ତାକୁ ଅନୁସରଣ କଲା। ତା’ପରେ ଅବ୍ନର ପଲ୍ଟିୟେଲ୍ଙ୍କୁ କହିଲା, “ଯାଅ, ଫେରିଯାଅ,” ତା’ପରେ ସେ ଫେରିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍ନର ତାହାକୁ କହିଲା, “ଯାଅ ଗୃହକୁ ଫେରିଯାଅ,” ତହୁଁ ସେ ଫେରିଗଲା।
Odia IRV 2017 (ଓଡିଆ ବାଇବେଲ)
ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍ନର ତାହାକୁ କହିଲା, “ଯାଅ ଗୃହକୁ ଫେରି ଯାଅ,” ତହୁଁ ସେ ଫେରି ଗଲା।