2 Samuel 3:17 — Compare Translations

5 translations compared side by side

Odia - 1840
"ଅବ୍ନର ଏହି ବାର୍ତ୍ତା ଇଶ୍ରାୟେଲର ନେତାଙ୍କ ପାଖକକ୍ସ୍ଟ ପଠାଇଲେ। ସେ କହିଲେ, ତୁମ୍ଭମାନେେ ଦାଉଦଙ୍କକ୍ସ୍ଟ ରାଜା କରିବା ପାଇଁ ଅପେକ୍ଷା କରି ଆସକ୍ସ୍ଟଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଅବ୍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, ପୂର୍ବରେ ତୁମ୍ଭେମାନେ ଆପଣା-ମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ;
Odia Bible ERV 2004 (ପବିତ୍ର ବାଇବଲ)
ଅ‌‌ବ୍‌‌ନର‌ ଏହି ବାର୍ତ୍ତା ଇସ୍ରାଏଲର ନେତାଙ୍କ ପାଖକୁ ପଠାଇଲେ। ସେ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ରାଜା କରିବା ପାଇଁ ଅପେକ୍ଷା କରି ଆସୁଅଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଅବ୍‍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, “ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁ ଥିଲ;
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଅବ୍‍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, “ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁ ଥିଲ;