2 Samuel 3:26 — Compare Translations

5 translations compared side by side

Odia - 1840
"ଯୋୟାବ ଦାଉଦଙ୍କ ନିକଟରକ୍ସ୍ଟ ଆସିଲା ଏବଂ ସିରା ନିକଟରେ ଥିବା ଅବ୍ନରଙ୍କ ନିକଟକକ୍ସ୍ଟ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରକ୍ସ୍ଟ ଅବନରକକ୍ସ୍ଟ ଫରୋଇ ଆଣିଲା। କିନ୍ତୁ ଏକଥା ଦାଉଦଙ୍କକ୍ସ୍ଟ ଅଜଣା ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍ନରର ପଛରେ ଦୂତଗଣ ପଠାନ୍ତେ, ସେମାନେ ସିରାକୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଯୋୟାବ ଦାଉଦଙ୍କ ନିକଟରୁ ଆସିଲେ ଏବଂ ସିରା ନିକଟରେ ଥିବା ଅ‌‌ବ୍‌‌ନର‌ଙ୍କ ନିକଟକୁ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରୁ ଅ‌‌ବ୍‌‌ନର‌କୁ ଫେରାଇ ଆଣିଲେ। କିନ୍ତୁ ଏ କଥା ଦାଉଦଙ୍କୁ ଅଜଣା ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍‍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରା କୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍‍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରା କୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ।