2 Samuel 3:30 — Compare Translations

5 translations compared side by side

Odia - 1840
"ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍ନରକୁ ବଧ କଲେ; ଯେହେତୁ ସେ ଗିବୀୟା-ଯୁଦ୍ଧରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଯୋୟାବ ଓ ତା’ର ଭାଇ ଅବୀଶୟ ଅ‌‌ବ୍‌‌ନର‌କୁ ହତ୍ୟା କଲେ, କାରଣ ଅ‌‌ବ୍‌‌ନର‌ ସେମାନଙ୍କର ଭାଇ ଅସାହେ‌ଲ୍‌କୁ ଗିବିୟା ଯୁଦ୍ଧରେ ହତ୍ୟା କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍‍ନରକୁ ବଧ କଲେ; ଯେହେତୁ ସେ ଗିବୀୟୋନ୍‍ରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା।
Odia IRV 2017 (ଓଡିଆ ବାଇବେଲ)
ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍‍ନରକୁ ବଧ କଲେ; ଯେହେତୁ ସେ ଗିବୀୟୋନ୍‍ରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା।