2 Samuel 6:9 — Compare Translations

5 translations compared side by side

Odia - 1840
"ସହେି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, ମୁ କିପରି ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କ ବିଷୟରେ ଭୟ ପାଇ କହିଲେ, ସଦାପ୍ରଭୁଙ୍କ ସିନ୍ଦୁକ କି ପ୍ରକାରେ ମୋʼ ନିକଟକୁ ଆସିବ?
Odia Bible ERV 2004 (ପବିତ୍ର ବାଇବଲ)
ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, “ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ’ ପାଖକୁ ଆଣିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କିପ୍ରକାରେ ମୋʼ ନିକଟକୁ ଆସିବ?”
Odia IRV 2017 (ଓଡିଆ ବାଇବେଲ)
ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କି ପ୍ରକାରେ ମୋ’ ନିକଟକୁ ଆସିବ?”