2 Samuel 9:8 — Compare Translations
5 translations compared side by side
Odia - 1840
"ମଫୀବୋଶତ୍ ପକ୍ସ୍ଟନରାଯ ଦାଉଦଙ୍କକ୍ସ୍ଟ ପ୍ରମାଣ କଲା, ଏବଂ କହିଲା, ମୁ ତ ଏକ ମଲା କକ୍ସ୍ଟକକ୍ସ୍ଟରଠାରକ୍ସ୍ଟ ଭଲ ନକ୍ସ୍ଟ ହେଁ। କିନ୍ତୁ ଆପଣା ମାେପ୍ରତି ଚଳିତ ବହକ୍ସ୍ଟତ ଦୟା ଦଖାଇେଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ସେ ପ୍ରଣାମ କରି କହିଲା, ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?
Odia Bible ERV 2004 (ପବିତ୍ର ବାଇବଲ)
ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?”
Odia IRV 2017 (ଓଡିଆ ବାଇବେଲ)
ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?”