2 Thessalonians 2:11 — Compare Translations
7 translations compared side by side
Odia - 1840
"ସତ୍ଯକୁ ଭଲ ପାଇବା ପାଇଁ ସମାନେେ ମନା କରିବାରୁ, ପରମେଶ୍ବର ମଧ୍ଯ ସମାନଙ୍କେ ପାଖକୁ ସତ୍ଯ ଠାରୁ ଦୂ ରଇେ ନଇେ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରମେଶ୍ବର ସମାନଙ୍କେ ପାଖକୁ ସହେି ଶକ୍ତି ପଠାନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଏଥିସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ଵାସ କରନ୍ତି, ସେଥିନିମନ୍ତେ ଈଶ୍ଵର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ଯାହା ଅସତ୍ୟ, ସେଥିରେ ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ଈଶ୍ୱର ସେମାନଙ୍କୁ ଭ୍ରାନ୍ତି ଉତ୍ପାଦକ ଶକ୍ତିମାନଙ୍କ ହାତରେ ଛାଡ଼ି ଦେବେ।
Odia Bible ERV 2004 (ପବିତ୍ର ବାଇବଲ)
ସତ୍ୟକୁ ଭଲ ପାଇବା ପାଇଁ ସେମାନେ ମନା କରିବାରୁ, ପରମେଶ୍ୱର ମଧ୍ୟ ସେମାନଙ୍କ ପାଖକୁ ସତ୍ୟଠାରୁ ଦୂରେଇ ନେଇ ଯିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ୟକୁ ବିଶ୍ୱାସ କରିବା ଲାଗି ପରମେଶ୍ୱର ସେମାନଙ୍କ ପାଖକୁ ସେହି ଶକ୍ତି ପଠାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ବର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି,
Odia IRV 2017 (ଓଡିଆ ବାଇବେଲ)
ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ, ಝುಟೆ ಹೊತ್ತೆ ಖರೆ ಮನುನ್ ದಿಸಿ ಸರ್ಕೆ ಹೊಯ್ ಸರ್ಕಿ ಎಕ್ ಮೊಟಿ ತಾಕತ್ ದೆವ್ ತೆಂಚ್ಯಾ ವರ್ತಿ ಧಾಡ್ತಾ.