2 Thessalonians 2:6 — Compare Translations

7 translations compared side by side

Odia - 1840
"ମନେ ଅଛି କି? ଏବେ ମନ୍ଦବ୍ଯକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭମାନେେ ଜାଣିଛ। ଯେତବେେଳେ ଉଚିତ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେ ନିରୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କଅଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅବଶ୍ୟ ସେହି ବିପତ୍ତି ବର୍ତ୍ତମାନ ଘଟିବ ନାହିଁ, କାରଣ ତାକୁ ପ୍ରତିରୋଧ କରିବାକୁ ଏବେ ଏକ ଶକ୍ତି ରହିଛି - ତା’ କଅଣ ତୁମ୍ଭେମାନେ ଜାଣ! କିନ୍ତୁ ଯଥା ସମୟରେ ସେହି ଦୁଷ୍ଟାତ୍ମା ଆବିର୍ଭୂତ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ମନେ ଅଛି କି? ଏବେ ମନ୍ଦବ୍ୟକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍ଭେମାନେ ଜାଣିଛ। ଯେତେବେଳେ ଉଚିତ୍ ସମୟ ଆସିବ, ସେ ନିଜକୁ ପ୍ରକାଶ କରିବ ବୋଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେ ନିରୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କଅଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେ ନିରୂୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କ'ଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಹೆ ಸಗ್ಳೆ ತುಮ್ಕಾ ಗೊತ್ತ್ ಹಾಯ್, ಖಲ್ಯಾ ಎಳಾಕ್ ಹೊವ್ಚೆ ಮನುನ್ ಹಾಯ್ ತೊ ಎಳ್ ಯೆವ್ಚ್ಯಾ ಅದ್ದಿ, ತೊ ವಿರೊದಿ ಇದ್ರಾಕ್ ಯೆಯ್ ನಸಿಸರ್ಕೆ ತೆಕಾ ಖಲಿ ತಾಕತ್ ಅಡ್ವುನ್ ಧರ್ತಾ ಮನ್ತಲೆ ತುಮ್ಕಾ ಗೊತ್ತ್ ಹಾಯ್.