2 Timothy 1:15 — Compare Translations
7 translations compared side by side
Odia - 1840
"ତୁମ୍ଭେ ଜାଣ ଯେ ଏସିଆ 297 ପ୍ରଦେଶର ପ୍ରେତ୍ୟକକ ଲୋକ ମାେତେ ପରିତ୍ଯାଗ କରିଛନ୍ତି। ଏପରିକି ଫୁଗଇେ ଓ ହର୍ମଗନୋ ମଧ୍ଯ ମାେତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦଖାେନ୍ତୁ। ଅନୀସିଫର ମାେତେ ଅନକେ ଥର ସାହାୟ୍ଯ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆସିଆର ସମସ୍ତ ଲୋକ ଯେ ମୋʼ ପ୍ରତି ବିମୁଖ ହୋଇଅଛନ୍ତି ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ଜାଣ ଫୁଗେଲ ଓ ହର୍ମଗେନା ସମେତ ଏସିଆ ପ୍ରଦେଶର ସମସ୍ତେ ମୋତେ ପରିତ୍ୟାଗ କରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଜାଣ ଯେ ଏସିଆ ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ।
Odia IRV 2017 (ଓଡିଆ ବାଇବେଲ)
ଆସିଆର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಸ್ಯಾ ಪ್ರಾಂತ್ಯಾತ್ಲೆ ಸಗ್ಳೆಜಾನಾನಿ, ಮಾಕಾ ಸೊಡುನ್ ಗೆಲ್ಯಾತ್ ಮನುನ್ ತುಕಾ ಗೊತ್ತ್ ಹಾಯ್ ಫಿಗೆಲಸ್ ಅನಿ ಹೆರ್ಮೊಗೆನೆಸ್ ಸೈತ್ ತೆಂಚ್ಯಾ ವಾಂಗ್ಡಾ ಮಿಳ್ಲಾತ್.