2 Timothy 1:17 — Compare Translations

7 translations compared side by side

Odia - 1840
"ସେ ରୋମକୁ ଯେତବେେଳେ ଆସିଲେ, ମାେତେ ପାଇବା ପର୍ୟ୍ଯନ୍ତ ସେ ଅତି ଯତ୍ନ ସହକା ରେ ମାେତେ ଖାଜେି ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବରଂ ସେ ରୋମରେ ଥିବା ସମୟରେ ମୋତେ ଯନି ସହକାରେ ଅନ୍ଵେଷଣ କରି ମୋʼ ସହିତ ସାକ୍ଷାତ କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ରୋମ୍ ନଗରୀରେ ପହଞ୍ôଚବାକ୍ଷଣି ସେ ମୋତେ ଅନ୍ୱେଷଣ କରି ମୋ’ ନିକଟକୁ ଆସିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
Odia IRV 2017 (ଓଡିଆ ବାଇବେଲ)
ବରଂ ସେ ରୋମରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಹೊತಾ ತೌಡೆ ಲಗ್ಗು ತೊ ರೊಮಾಕ್ ಗೆಲೊ, ಅನಿ ಮಿಯಾ ತೆಕಾ ಗಾವಿ ಪತರ್ ತೆನಿ ಮಾಕಾ ಹುಡಕ್ಲ್ಯಾನ್.