2 Timothy 2:17 — Compare Translations

7 translations compared side by side

Odia - 1840
"ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ ଏହିଭଳି ବାକ୍ୟାଳାପ କରନ୍ତି, ସେମାନଙ୍କ ଶିକ୍ଷା ଗଚ୍ଚିତ କ୍ଷତ ପରି କ୍ଷୟକାରୀ - ସେମାନଙ୍କ ମଧ୍ୟରେ ଅଛନ୍ତି ହୁମନାୟ ଓ ଫିଲିତ।
Odia Bible ERV 2004 (ପବିତ୍ର ବାଇବଲ)
ଶରୀର ଭିତରେ ରୋଗ ବ୍ୟାପିଲା ଭଳି ସେମାନଙ୍କର ମନ୍ଦ ଶିକ୍ଷା ବ୍ୟାପି ଯିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସେହିଭଳି ଲୋକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತವ್ಡೆಚ್ ನ್ಹಯ್ ತಸ್ಲ್ಯಾಂಚೊ ಬೊಲ್ನ್ಯಾಚೊ ವಾರೊ ಕುಸ್ಡಿಚ್ಯಾ ಪೊಕ್ಯಾಂಚ್ಯಾ ಸರ್ಕೆ ಪಗ್ಳುನ್ಗೆತುಚ್ ಜಾತಾ. ಹಿಮೆನೆವ್ ಅನಿ ಫಿಲೆತ್‍ ಮನ್ತಲ್ಯಾನಿ ತಸ್ಲ್ಯಾ ಗೊಸ್ಟಿಯಾ ಶಿಕ್ವುಲ್ಯಾನಾತ್.