2 Timothy 2:6 — Compare Translations

7 translations compared side by side

Odia - 1840
"ଜଣେ ଚାଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ଯ ଉତ୍ପାଦନ କରିଛି, ସେ ପ୍ରଥମ ରେ ସହେି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ ।
Odia BSI (ପବିତ୍ର ବାଇବଲ (CL) NT (BSI))
କଠିନ ପରିଶ୍ରମ କରିଥିବା କୃଷକ ଅମଳ ହୋଇଥିବା ଫସଲର ପ୍ରଥମାଂଶ ପାଇବା ଉଚିତ୍।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ଗ୍ଭଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ୟ ଉତ୍ପାଦନ କରିଛି, ସେ ପ୍ରଥମରେ ସେହି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ।
Odia IRV 2017 (ଓଡିଆ ବାଇବେଲ)
ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ୍ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಸ್ಟ್ ಕಾಡುನ್ ಘೊಳಲ್ಲ್ಯಾಕ್ ಫಿಕಾಚೊ ಪಯ್ಲೆಚೊ ಫಳ್ ಗಾವುಕುಚ್ ಪಾಜೆ.