2 Timothy 4:19 — Compare Translations

7 translations compared side by side

Odia - 1840
"ପ୍ରୀସ୍କା ଓ ଆକ୍ବିଲାଙ୍କୁ ତଥା ଅନୀସିଫରଙ୍କ ପରିବାର ଲୋକମାନଙ୍କୁ ମାରେ ନମସ୍କାର ଜଣାଇବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରୀସ୍କା ଓ ଆକ୍ଵିଲା ପୁଣି ଅନୀସିଫରଙ୍କ ପରିବାରଙ୍କୁ ମୋହର ନମସ୍କାର ଜଣାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରିସ୍କା, ଆକ୍ୱିଲା ଓ ଅନୀସିଫରଙ୍କ ପରିବାରଙ୍କୁ ମୋର ନମସ୍କାର ଜଣାଅ।
Odia Bible ERV 2004 (ପବିତ୍ର ବାଇବଲ)
ଶେଷ ଅଭିନନ୍ଦନ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ତଥା ଅନୀସିଫରଙ୍କ ପରିବାର ଲୋକମାନଙ୍କୁ ମୋର ନମସ୍କାର ଜଣାଇବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରୀସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ।
Odia IRV 2017 (ଓଡିଆ ବାଇବେଲ)
ପ୍ରିସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪ್ರಿಸ್ಕಾಕ್, ಅಕ್ವಿಲ್ಲಾಕ್, ಅನಿ ಒನೆಸಿಪೊರಾಚ್ಯಾ ಘರಾಚ್ಯಾಕ್ನಿ ಮಿಯಾ ನಮಸ್ಕಾರ್ ಮಟ್ಲಾ ಮನುನ್ ಸಾಂಗ್.