Acts 1:19 — Compare Translations
7 translations compared side by side
Odia - 1840
"ଏହି କଥା ୟିରୂଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସମାନେେ ତାହାଙ୍କ ନିଜ ଭାଷା ରେ ଏହି ଜମିକୁ ହକଲ୍ଦମା ଅର୍ଥାତ୍ ରକ୍ତ କ୍ଷେତ୍ର ବୋଲି କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଏହା ଯିରୂଶାଲମ ନିବାସୀସମସ୍ତେ ଜ୍ଞାତ ହେବାରୁ ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ ‘ହକଲ୍ଦମାʼ, ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯିରୁଶାଲମର ଲୋକମାନେ ଏସବୁ ଜାଣିପାରି ସେମାନଙ୍କ ଭାଷାରେ ଉକ୍ତ ଜମିର ନାମ “ଆକେଲ ଦାମା’’ ଅର୍ଥାତ୍ “ରକ୍ତ କ୍ଷେତ୍ର” ବୋଲି ରଖିଛନ୍ତି।)
Odia Bible ERV 2004 (ପବିତ୍ର ବାଇବଲ)
ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକଲ୍ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍ଦମା”, ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା।
Odia IRV 2017 (ଓଡିଆ ବାଇବେଲ)
ଆଉ, ଏହା ଯିରୂୂଶାଲମରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ 'ହକଲ୍ଦମା', ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆರುಜಲೆಮಾತ್ ಜಿವನ್ ಕರ್ತಲ್ಯಾ ಸಗ್ಳ್ಯಾಕ್ನಿ ಹಿ ಖಬರ್ ಕಳ್ಳಿ, ಅಶೆ ತ್ಯಾ ಸೆತಾಕ್ ತೆಂಚ್ಯಾ ಬಾಶೆತ್ ಅಕೆಲ್ತಾಮಾ ಮಟ್ಲ್ಯಾರ್ ರಗ್ತಾಚೆ ಸೆತ್ ಮನುನ್ ನಾಂವ್ ಪಡ್ಲೆ.