Acts 10:18 — Compare Translations

7 translations compared side by side

Odia - 1840
"ସମାନେେ ତାହାଙ୍କୁ ଡାକିଲେ ଓ ପିତର ନାମ ରେ ପରିଚ଼ିତ ଶିମାନେ ସଠାେରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଚ଼ାରିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ଵରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ପଚାରିଲେ, “ଶିମୋନ ପିତର ନାମରେ ଏଠାରେ ଜଣେ ଅତିଥି ଅଛନ୍ତି କି?”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ।
Odia IRV 2017 (ଓଡିଆ ବାଇବେଲ)
ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಲ್ವುನ್, “ಸಿಮಾವ್ ಪೆದ್ರು ಮನ್ತಲೊ ಮಾನುಸ್ ಹಿತ್ತೆ ಹಾಯ್ ಕಾಯ್?” ಮನುನ್ ಇಚಾರ್ಲ್ಯಾನಿ.