Acts 10:21 — Compare Translations

7 translations compared side by side

Odia - 1840
"ପିତର ତଳକୁ ଗଲେ ଓ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯାହାକୁ ଖାଜେୁଛ ମୁଁ ସହେି ଲୋକ। ତୁମ୍ଭମାନେେ ଏଠାକୁ କାହିଁକି ଆସିଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି । ତୁମ୍ଭମାନଙ୍କ ଆସିବାର କାରଣ କଅଣ?
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ତଳକୁ ଯାଇ ସେହି ଲୋକମାନଙ୍କୁ କହିଲେ, “ତୁମେ ଯାହାଙ୍କୁ ଖୋଜୁଛ, ମୁଁ ସେହି। ତୁମ୍ଭେମାନେ କାହିଁକି ଆସିଛ।”
Odia Bible ERV 2004 (ପବିତ୍ର ବାଇବଲ)
ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ?
Odia IRV 2017 (ଓଡିଆ ବାଇବେଲ)
ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି । ତୁମ୍ଭମାନଙ୍କ ଆସିବାର କାରଣ କ'ଣ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ಪೆದ್ರು ಖಾಲ್ತಿ ಉತ್ರುನ್ ತ್ಯಾ ಲೊಕಾಂಚ್ಯಾ ಜಗ್ಗೊಳ್ ಜಾವ್ನ್, “ತುಮಿ ಹುಡ್ಕುಕ್ ಲಾಗಲ್ಲೊ ಮಾನುಸ್ ಮಿಯಾಚ್” ತುಮಿ ಕಶ್ಯಾಕ್ ಯೆಲ್ಯಾಸಿ ಮಟ್ಲ್ಯಾನ್.