Acts 10:25 — Compare Translations

7 translations compared side by side

Odia - 1840
"ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାଙ୍କୁ ଭେଟି ଚରଣ ତଳେ ପଡ଼ି ତାଙ୍କୁ ପ୍ରଣାମ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ଭିତରକୁ ଯିବା ସମୟରେ କର୍ଣ୍ଣୀଲିୟ ତାଙ୍କୁ ସାକ୍ଷାତ କରି ତାଙ୍କ ପାଦ ତଳେ ପଡ଼ି ପ୍ରଣାମ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ।
Odia IRV 2017 (ଓଡିଆ ବାଇବେଲ)
ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪೆದ್ರು ಘರಾತ್ ಗುಸ್ತಾನಾ ಕೊರ್ನೆಲ್ ತೆಕಾ ಇದ್ರಾಕ್ ಗಾವ್ಲೊ ಅನಿ ಪೆದ್ರುಚ್ಯಾ ಪಾಂಯಾತ್ನಿ ಅಡ್ವೊ ಪಡುನ್ ನಮಸ್ಕಾರ್ ಕರ್‍ಲ್ಯಾನ್.