Acts 10:39 — Compare Translations

7 translations compared side by side

Odia - 1840
"ଯୀଶୁ ୟିହୂଦା ଦେଶ ରେ ଓ ୟିରୂଶାଲମ ରେ ଯାହାସବୁ କରିଥିଲେ ସହେିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସମାନେେ ତାହାଙ୍କୁ ବଧକଲେ। କାଠ ନିର୍ମିତ କୃଶ ରେ ସମାନେେ ତାହାଙ୍କୁ ଚ଼ଢ଼ାଇ ହତ୍ଯା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଇଶ୍ରାଏଲ ଦେଶରେ ଓ ଯିରୂଶାଲମରେ ସେ ଯେଉଁସବୁ କାର୍ଯ୍ୟ କଲେ, ଆମେ ସେ ସବୁର ସାକ୍ଷୀ। ତା’ପରେ ତାଙ୍କୁ ସେମାନେ କ୍ରୁଶବିଦ୍ଧ କରି ମାରିଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
“ଯୀଶୁ ଯିହୂଦା ଦେଶରେ ଓ ଯିରୁଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସେମାନେ ତାହାଙ୍କୁ ବଧକଲେ। କାଠ ନିର୍ମିତ କ୍ରୁଶରେ ସେମାନେ ତାହାଙ୍କୁ ଚଢ଼ାଇ ହତ୍ୟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଯିହୂଦୀମାନଙ୍କ ଦେଶ ଓ ଯିରୂଶାଲମରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಸ್ರಾಯೆಲಾಂಚ್ಯಾ ದೆಶ್ಯಾತ್ ಅನಿ ಜೆರುಜಲೆಮಾತ್ ಜೆಜುನ್ ಕರಲ್ಲಿ ಸಗ್ಳಿ ಕಾಮಾ ಅಮಿ ಬಗಟ್ಲಾಂವ್, ತ್ಯಾ ಸಗ್ಳ್ಯಾ ಕಾಮಾಕ್ನಿ ಅಮಿ ಸಾಕ್ಷಿ ಹೊವ್ನ್ ಹಾತ್, ಖರೆ ಜೆಜುಕ್ ಜಿವ್ ಕಾಡುನ್ ಹೊಲೆ ತೆನಿ ತೆಕಾ ಕುರ್ಸಾರ್ ಮಾರ್‍ಲ್ಯಾನಿ.