Acts 11:10 — Compare Translations

7 translations compared side by side

Odia - 1840
"ଏହିପରି ତିନିଥର ହବୋପରେ, ଏହା ସବୁ ସ୍ବର୍ଗକୁ ଉଠାଇ ନିଆଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତିନି ଥର ଏହିପରି ହେଲା, ଶେଷରେ ସେହି ସମସ୍ତ ପ୍ରାଣୀଙ୍କୁ ଆକାଶକୁ ଉଠାଇ ନିଆଗଲା।
Odia Bible ERV 2004 (ପବିତ୍ର ବାଇବଲ)
“ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା।
Odia IRV 2017 (ଓଡିଆ ବାଇବେଲ)
ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಸೆಚ್ ತಿನ್ದಾ ಹೊಲೆ ಮಾನಾ ತೆ ಸಗ್ಳ್ಯೆ ಪರ್ತುನ್ ಮಳ್ಬಾಕುಚ್ ಘೆವ್ನ್ ಹೊಲೆ.