Acts 11:14 — Compare Translations

7 translations compared side by side

Odia - 1840
"ସେ ତୁମ୍ଭକୁ ଓ ତୁମ୍ଭ ଘ ରେ ରହୁଥିବା ଲୋକମାନଙ୍କୁ ବାକ୍ଯ କହିବେ, ଯାହା ଦ୍ବାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେସମସ୍ତ ବାକ୍ୟ ଦ୍ଵାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଆସି ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଓ ତଦ୍ଦ୍ୱାରା ତୁମେ ଓ ତୁମର ପରିବାର ପରିତ୍ରାଣ ପାଇବ।’
Odia Bible ERV 2004 (ପବିତ୍ର ବାଇବଲ)
ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ।
Odia IRV 2017 (ଓଡିଆ ବାଇବେଲ)
ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହି ସବୁ କହିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ತುಮ್ಚ್ಯಾ ವಾಂಗ್ಡಾ ಬೊಲ್ತಾ, ತೊ ಸಾಂಗ್ತಲಿ ಸಂಗ್ತಿಯಾ ತುಕಾ ಅನಿ ತುಜ್ಯಾ ಘರಾನ್ಯಾಚ್ಯಾ ಲೊಕಾಕ್ನಿ ರಾಕ್ವನ್ ಕರ್‍ತಾ ಮನುನ್ ಸಾಂಗ್ಲ್ಯಾನ್.