Acts 11:2 — Compare Translations

7 translations compared side by side

Odia - 1840
"ତେଣୁ ପିତର ୟିରୂଶାଲମ ରେ ପହଞ୍ଚିବା ପରେ ସୁନ୍ନତ ହାଇେଥିବା ଲୋକମାନେ ତାହାଙ୍କୁ ସମାଲୋଚ଼ନା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାଙ୍କ ସହିତ ବିବାଦ କରି କହିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ଯେତେବେଳେ ଯିରୂଶାଲମକୁ ଗଲେ, ଅଣଇହୁଦୀମାନଙ୍କୁ ସୁନ୍ନତ କରିବା ସପକ୍ଷରେ ଥିବା ଲୋକମାନେ ତାଙ୍କୁ ସମାଲୋଚନା କରି କହିଲେ,
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯେତେବେଳେ ପିତର ଯିରୂଶାଲମ ସହରକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ,
Odia IRV 2017 (ଓଡିଆ ବାଇବେଲ)
ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪೆದ್ರು ಜೆರುಜಲೆಮಾಕ್ ಯೆಲ್ಲ್ಯಾ ತನ್ನಾ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಕ್ನಿ ಸುನ್ನತ್ ಹೊವ್ಕುಚ್ ಪಾಜೆ ಮನುನ್ ಚಿಂತ್ತಲ್ಯಾ ಲೊಕಾನಿ ತೆಚ್ಯಾ ವಾಂಗ್ಡಾ ಚರ್ಚಾ ಕರುನ್ಗೆತ್,