Acts 11:9 — Compare Translations
7 translations compared side by side
Odia - 1840
"ଏହି ସ୍ବର ମୁଁ ସ୍ବର୍ଗରୁ ଦ୍ବିତୀୟ ଥର ପୁଣି ଶୁଣିଲି, 'ପରମେଶ୍ବର ଯାହା ସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ ନୁହେଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଦ୍ଵିତୀୟ ଥର ଆକାଶରୁ ଗୋଟିଏ ସ୍ଵର ଉତ୍ତର ଦେଲା, ଈଶ୍ଵର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ୱର୍ଗରୁ ଆଉ ଥରେ ଏହି ବାଣୀ ହେଲା, ‘ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।’
Odia Bible ERV 2004 (ପବିତ୍ର ବାଇବଲ)
“ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವಾನ್ ಹೆ ಶುದ್ದ್ ಕರ್ಲಾ ತಿಯಾ ಹೆ ಅಶುದ್ದ್ ಮನುನ್ ಸಾಂಗುನಕ್ಕೊ! ಮನುನ್ ತ್ಯಾ ಸರ್ಗಾ ವೈಲ್ಯಾ ಧನಾನ್ ಮಾಕಾ ಜವಾಬ್ ದಿಲ್ಯಾನ್.