Acts 12:14 — Compare Translations

7 translations compared side by side

Odia - 1840
"ସେ ପିତରଙ୍କର ସ୍ବର ଜାଣିପାରି ଏତେ ଖୁସି ହାଇଗେଲା ଯେ, ସେ କବାଟ ନଖାଲିେ ଭିତରକୁ ହୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, ପିତର କବାଟ କାଖ ରେ ଠିଆ ହାଇେଛନ୍ତି!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ପିତରଙ୍କର ସ୍ଵର ବାରି ଆନନ୍ଦ ସକାଶେ ଦ୍ଵାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ଵାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତରଙ୍କ ସ୍ୱର ବାରିପାରି ସେ ଏତେ ଆନନ୍ଦିତ ହେଲା ଯେ କବାଟ ନ ଖୋଲି ପିତର ବାହାରେ ଠିଆ ହୋଇଛନ୍ତି ବୋଲି ଖବର ଦେଲା।
Odia Bible ERV 2004 (ପବିତ୍ର ବାଇବଲ)
ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା।
Odia IRV 2017 (ଓଡିଆ ବାଇବେଲ)
ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರೊದೆನ್ ಪೆದ್ರುಚಿ ಧನ್ ವಳಕ್ಲಿನ್, ಅನಿ ತಿಕಾ ಲೈ ಕುಶಿ ಹೊಲಿ, ದಾರ್ ಕಾಡ್ತಲೆ ಇಸ್ರುನ್ ತಿ ಭುತ್ತುರ್ ಮಾಗ್ನಿ ಕರುಕ್ ಲಾಗಲ್ಲ್ಯಾಂಚ್ಯಾಕ್ಡೆ ಪಳುನ್ ಗೆಲಿ ಅನಿ “ಪೆದ್ರು ಭಾಯ್ರ್ ಇಬೆ ಹಾಯ್!” ಮಟ್ಲಿನ್.