Acts 12:16 — Compare Translations
7 translations compared side by side
Odia - 1840
"କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଚ଼ାଲିଥିଲେ। ବିଶ୍ବାସୀମାନେ ଯେତବେେଳେ କବାଟ ଖାଲିେଲେ ସେତବେେଳେ ପିତରଙ୍କୁ ଦେଖି ବିସ୍ମିତ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପିତର ଦ୍ଵାରରେ ବାରମ୍ଵାର ମାରୁଥିଲେ, ଆଉ ସେମାନେ ଫିଟାଇ ତାଙ୍କୁ ଦେଖି ଆଚମ୍ଵିତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ବାରମ୍ବାର କବାଟରେ ଆଘାତ କରୁଥିଲେ। ଶେଷରେ ସେମାନେ କବାଟ ଫିଟାଇ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪೆದ್ರು ದಾರ್ ಬಡ್ವುಂಗೆತುಚ್ ಹೊತ್ತೊ, ತ್ಯಾ ದೆವಾಚ್ಯಾ ಲೊಕಾನಿ ಧಾರ್ ಕಾಡುನ್ ಪೆದ್ರುನ್ ಬಗುನ್ ವಿಸ್ಮಿತ್ ಹೊಲ್ಯಾನಿ.