Acts 12:25 — Compare Translations
7 translations compared side by side
Odia - 1840
"ବର୍ଣ୍ଣବ୍ବା ଓ ଶାଉଲ ୟିରୂଶାଲମ ରେ କାମ ସାରି ଆନ୍ତିୟଖିଆକୁ ଫରେିଗଲେ। ସମାନଙ୍କେୁ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମରୁ ବାହୁଡ଼ିଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ଣ୍ଣବା ଓ ଶାଉଳ ଯିରୂଶାଲମରେ ସେବାକାର୍ଯ୍ୟ ଶେଷ କରି ଯୋହନ (ଓରଫ ମାର୍କ)ଙ୍କୁ ସଙ୍ଗରେ ନେଇ ଯିରୂଶାଲମରୁ ଆଣ୍ଟିୟୋଖକୁ ଫେରିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବର୍ଣ୍ଣବ୍ବା ଓ ଶାଉଲ ଯିରୁଶାଲମରେ କାମ ସାରି ଆନ୍ତିୟଖିଆକୁ ଫେରିଗଲେ। ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମରୁ ବାହୁଡ଼ିଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಾರ್ನಾಬಾಸ್ ಅನಿ ಸಾವ್ಲಾ ಜೆರುಜಲೆಮ್ ಮನ್ತಲ್ಯಾ ಗಾಂವಾತ್ ಅಪ್ಲೆ ಕಾಮ್ ಕರುನ್ ಫಾಟಿ ಅಂತಿಯೊಕ್ಯ್ ಶಾರಾಕ್ ಯೆಲ್ಯಾನಿ, ಮಾರ್ಕ್ ಮನ್ತಲ್ಯಾ ಜುವಾಂವಾಕ್ಬಿ ತೆಂಚ್ಯಾ ವಾಂಗ್ಡಾ ಘೆವ್ನ್ ಯೆಲೆ.