Acts 13:22 — Compare Translations

7 translations compared side by side

Odia - 1840
"ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ତାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୟର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ଈଶ୍ୱର ତାଙ୍କୁ ପଦଚ୍ୟୁତ କରି ଦାଉଦଙ୍କୁ ସେମାନଙ୍କ ରାଜା କଲେ। ଈଶ୍ୱର ତାଙ୍କ ବିଷୟରେ କହିଥିଲେ, ‘ମୁଁ ଯେଉଁ ପ୍ରକାର ଲୋକମାନଙ୍କୁ ଭଲ ପାଏ, ଯେଶୀର ପୁତ୍ର ଦାଉଦ ସେହିପରି ଜଣେ; ସେ ମୋର ଇଚ୍ଛାନୁଯାୟୀ ସମସ୍ତ କାର୍ଯ୍ୟ କରିବ।’
Odia Bible ERV 2004 (ପବିତ୍ର ବାଇବଲ)
ଶାଉଳଙ୍କୁ ବାହାର କରି ଦେଲାପରେ ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ। ପରମେଶ୍ୱର ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ‘ମୁଁ ମୋର ମତ ଅନୁସାରେ ଯିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ।
Odia IRV 2017 (ଓଡିଆ ବାଇବେଲ)
ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾವ್ಲಾಕ್ ಕಾಡುನ್ ಘಾಟ್ಲ್ಯಾ ಮಾನಾ ದಾವಿದಾಕ್ ದೆವಾನ್ ತೆಂಚೊ ರಾಜಾ ಕರ್‍ಲ್ಯಾನ್, “ಕಿಸಿಯಾಚೊ ಲೆಕ್ ದಾವಿದ್ ಮಾಜ್ಯಾ ಮನಾ ಸಾರ್ಕೊ ಹೊವ್ನ್ ಹಾಯ್, ಅನಿ ತೊ ಮಾಜ್ಯಾ ಇಚ್ಚ್ಯಾ ಸಾರ್ಕೆಚ್ ಕಾಮಾ ಕರ್‍ತಾ” ಮನುನ್ ದೆವಾನ್ ದಾವಿದಾಚ್ಯಾ ವಿಶಯಾತ್ ಸಾಂಗ್ಲಾ.