Acts 13:35 — Compare Translations
7 translations compared side by side
Odia - 1840
"ପବିତ୍ର ବାକ୍ଯର ଅନ୍ୟ ସ୍ଥାନ ରେ ମଧ୍ଯ ଲଖାେଅଛି,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତରେ କହିଅଛନ୍ତି, “ତୁମ୍ଭେ ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ ।”
Odia BSI (ପବିତ୍ର ବାଇବଲ (CL) NT (BSI))
ଶାସ୍ତ୍ରରେ ଆଉ ଗୋଟିଏ ସ୍ଥାନରେ ଲେଖାଅଛି, ‘ତୁମେ ଆପଣା ବିଶ୍ୱସ୍ତ ସେବକଙ୍କୁ ସମାଧିରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।’
Odia Bible ERV 2004 (ପବିତ୍ର ବାଇବଲ)
ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି, ‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ‘ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।’”
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ''ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ ।''
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅನಿ ಎಕಾಕ್ಡೆ ದೆವಾನ್ ಅಶೆ ಸಾಂಗ್ಲಾ, ತಿಯಾ ತುಜ್ಯಾ ಪರಿಶುದ್ದ್ ಹೊವ್ನ್ ಹೊತ್ತ್ಯಾಕ್ ಬುರ್ಶೆ ಪಾನಾತ್ ಬಗುಕ್ ಸೊಡಿನ್ಹಯ್.