Acts 13:47 — Compare Translations
7 translations compared side by side
Odia - 1840
"ପ୍ରଭୁ ଆମ୍ଭକୁ ଏହି ଆଦେଶ ଦଇେଛନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହିପ୍ରକାର ଆଜ୍ଞା ଦେଇଅଛନ୍ତି, “ଆମ୍ଭେ ବିଜାତିମାନଙ୍କର ଆଲୋକ ସ୍ଵରୂପେ ତୁମ୍ଭକୁ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରା; ପର୍ଯ୍ୟନ୍ତ ପରିତ୍ରାଣସ୍ଵରୂପ ହେବ” ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ପ୍ରଭୁ ଆମକୁ ଏହି ଆଜ୍ଞା ଦେଇଛନ୍ତି: ‘ମୁଁ ତୁମକୁ ଅଣଇହୁଦୀମାନଙ୍କ ପାଇଁ ଆଲୋକ ସ୍ୱରୂପ କରିଛି, ଯେପରି ସମଗ୍ର ଜଗତ ପରିତ୍ରାଣ ପାଇବ।’
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି: ‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ। ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, “‘ଆମ୍ଭେ ତୁମ୍ଭକୁ ଅଣଯିହୁଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ।’”
Odia IRV 2017 (ଓଡିଆ ବାଇବେଲ)
କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, "ଆମ୍ଭେ ତୁମ୍ଭକୁ ଅଣଯିହୂଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ" ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ಧನಿಯಾನ್ ದಿಲ್ಲೆ ಹುಕುಮ್ ಅಶೆ ಹಾಯ್,ಮಿಯಾ ತುಕಾ ಜುದೆವ್ ನೈ ಹೊತ್ತ್ಯಾ ಲೊಕಾಕ್ನಿ ಉಜ್ವೊಡ್ ಸಾರ್ಕೊ ಕರ್ಲಾ, ತಿಯಾ ಜಗಾಚೊ ಆಕ್ರಿಚೊ ಯೆಳ್ ಹೊಯ್ ಪತರ್ಬಿ ರಾಕ್ವನ್ದಾರಿ ಹೊವ್ನ್ ರ್ಹಾಯ್ ಸಾರ್ಕೆ ಮಿಯಾ ತುಕಾ ದುಸ್ರ್ಯಾ ಲೊಕಾಕ್ನಿ ಉಜ್ವೊಡ್ ಸಾರ್ಕೊ ಕರುನ್ ಥವ್ಲಾ ಮನುನ್ ದೆವಾನ್ ಸಾಂಗ್ಲಾ.