Acts 13:7 — Compare Translations

7 translations compared side by side

Odia - 1840
"ସହେି ବର୍ୟୀଶୁ ରାଜ୍ଯପାଳ ର୍ ସଗେିୟ ପାଉଲଙ୍କର ମିତ୍ର ଥିଲେ। ର୍ ସଗେିୟ ପାଉଲ ଜଣେ ବିବକେୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ବରଙ୍କର ବାକ୍ଯ ଶୁଣିବାକୁ ଚ଼ାହୁଁଥିଲେ। ତେଣୁ ସେ ବର୍ଣ୍ଣବ୍ବା ଓ ପାଉଲଙ୍କୁ ଡ଼କାଇ ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି । ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ଵରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ସେହି ଦ୍ୱୀପର ଶାସନକର୍ତ୍ତା ସର୍ଗିୟସ ପାଉଲସଙ୍କର ଜଣେ ବନ୍ଧୁ ଥିଲା। ସର୍ଗିୟସ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କରି ବର୍ଣ୍ଣବା ଓ ଶାଉଲଙ୍କୁ ଡକାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି। ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ।
Odia IRV 2017 (ଓଡିଆ ବାଇବେଲ)
ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି । ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸೆರ್ಜಿಯೊ ಸಾವ್ಲು ಮನ್ತಲ್ಯಾ ನಾವಾಚೊ ಎಕ್ ಮಾನುಸ್ ರಾಜ್ಯಪಾಲಾಕ್ ವಾಂಗ್ಡಿ ಹೊವ್ನ್ ಹೊತ್ತೊ, ತೊ ಲೈ ಬುದ್ವಂತ್ ಮಾನುಸ್ ಹೊಲ್ಲೊ, ಖರೆ ತೊ ರಾಜ್ಯಪಾಲ್ ಬಾರ್ನಾಬ್ ಮನ್ತಲ್ಯಾ ಭಾವಾಕ್ನಾ ದೆವಾಚಿ ಬರಿ ಖಬರ್ ಆಯ್ಕುಚೆ ಮನುನ್ ಹೊತ್ತೊ.