Acts 14:10 — Compare Translations
7 translations compared side by side
Odia - 1840
"ସେ ଖୁବ୍ ଜାରେ ରେ କହିଲେ, ପାଦ ରେ ଭରା ଦଇେ ସିଧାଠିଆ ହୂଅ। ସେ େଛାଟା ଲୋକଟି ଡ଼ଇେଁ ପଡ଼ିଲା ଓ ଚ଼ାଲିବାକୁ ଆରମ୍ଭ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭର ପାଦରେ ଭାର ଦେଇ ସିଧା ଠିଆ ହୁଅ । ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ତା’ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ପାଦରେ ଭାର ଦେଇ ସିଧା ଠିଆ ହୁଅ!” ଲୋକଟି ଡେଇଁ ପଡ଼ି ଚାରିପଟେ ଚାଲିବାକୁ ଲାଗିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେ ଖୁବ୍ ଜୋର୍ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ । ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ, “ಉಟ್; ತುಜ್ಯಾ ಪಾಯಾವೈನಿ ಇಬೆ ರ್ಹಾ!” ಮನುನ್ ಮೊಟ್ಯಾ ಧನಾನ್ ಸಾಂಗ್ಲ್ಯಾನ್, ತನ್ನಾಚ್ ತೊ ಮಾನುಸ್ ಹುಡುನ್ ಚಲುಕ್ಲಾಗ್ಲೊ.