Acts 15:16 — Compare Translations
7 translations compared side by side
Odia - 1840
"ଏହା ପରେ ମୁଁ ପୁନର୍ବାର ଫରେି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହାଇଯୋଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରି ଦବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
“ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ ଆବାସ ପୁନଃ ନିର୍ମାଣ କରିବା, ପୁଣି ତାହାର ଧ୍ଵଂସସ୍ଥାନସବୁ ପୁନଃ ନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
Odia BSI (ପବିତ୍ର ବାଇବଲ (CL) NT (BSI))
‘ପ୍ରଭୁ କହନ୍ତି, ଏହା ପରେ ମୁଁ ଫେରି ଆସିବି। ଓ ଦାଉଦଙ୍କ ରାଜ୍ୟର ପୁନରୁଦ୍ଧାର କରିବି। ମୁଁ ତାହାର ଧ୍ୱଂସାବଶେଷ ସବୁ ପୁନଃନିର୍ମାଣ କରି ତାହାକୁ ଆଉ ଥରେ ବଳିଷ୍ଠ କରିବି।
Odia Bible ERV 2004 (ପବିତ୍ର ବାଇବଲ)
‘ଏହା ପରେ ମୁଁ ପୁନର୍ବାର ଫେରି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରିଦେବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಹೊಲ್ಲ್ಯಾ ಮಾನಾ ಮಿಯಾ ಫಾಟಿ ಪರ್ತುನ್ ಯೆತಾ ಅನಿ ತೆಚೊ ರಾಜ್ ಪರ್ತುನ್ ಬಾಂದ್ತಾ, ಪಾಡ್ವುನ್ ಹೊಲ್ಲ್ಯಾ ರಾಜಾಚೆ ತುಕ್ಡೆ ಪರ್ತುನ್ ಭಾಂದ್ತಾ ಅನಿ ತೆ ಘಟ್ ಕರ್ತಾ.