Acts 15:17 — Compare Translations

7 translations compared side by side

Odia - 1840
"ପ୍ରଭୁ ଏହି କଥା କହନ୍ତି, ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମାେ ନାମ ରେ ପରିଚ଼ିତ ହୁଅନ୍ତି, ସମାନେେ ମାେତେ ଖାଜେିବେ। ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ସ୍ବଯଂ ଏହା କହିଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ଅବଶିଷ୍ଟ ଲୋକେ ଓ ଯେସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ଵେଷଣ କରନ୍ତି, ସର୍ବସାଧନକର୍ତ୍ତା ପ୍ରଭୁ ଏହା କହନ୍ତି ।”
Odia BSI (ପବିତ୍ର ବାଇବଲ (CL) NT (BSI))
ସମଗ୍ର ମାନବ ଜାତି ମୋ’ ନିକଟକୁ ଆସିବେ, ଯେଉଁ ଅଣଇହୁଦୀମାନଙ୍କୁ ମୁଁ ଆପଣାର କରିବା ପାଇଁ ଆହ୍ୱାନ କରିଛି, ସେମାନେ ସମସ୍ତେ ମୋର ଆନୁଗତ୍ୟ ସ୍ୱୀକାର କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଭୁ ଏହି କଥା କହନ୍ତି, ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମୋ’ ନାମରେ ପରିଚିତ ହୁଅନ୍ତି, ସେମାନେ ମୋତେ ଖୋଜିବେ। ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ସ୍ୱୟଂ ଏହା କହିଅଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।
Odia IRV 2017 (ଓଡିଆ ବାଇବେଲ)
ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୂଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹುರಲ್ಲಿ ಲೊಕಾ ಧನಿಯಾಕ್ಡೆ ಯೆತಾತ್, ಜುದೆವ್ ನ್ಹಯ್ ಹೊಲ್ಲಿ ಲೊಕಾ ಮಾಕಾ ವಳಕ್ತಾತ್ ಮನುನ್ ಹೆ ಸಗ್ಳೆ ಧನಿ ಸಾಂಗ್ತಾ.