Acts 15:30 — Compare Translations

7 translations compared side by side

Odia - 1840
"ତା'ପରେ ବର୍ଣ୍ଣବ୍ବା, ପାଉଲ, ଯିହୁଦା ଓ ଶୀଲା ୟିରୂଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସଠାେରେ ସମାନେେ ଏକାଠି ହାଇେଥିବା ବିଶ୍ବାସୀମାନଙ୍କୁ ପତ୍ର ଦେଲେ। ସଠାେରେ ସମାନେେ ଏକାଠି ହାଇେଥିବା ବିଶ୍ବାସୀମାନଙ୍କୁ ପତ୍ର ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ, ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ରଖଣ୍ତିକ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ସମ୍ବାଦ ବାହକମାନଙ୍କୁ ପଠାଯାଇଥିଲା, ସେମାନେ ଆଣ୍ଟିୟୋଖକୁ ଯାଇ ବିଶ୍ୱାସୀମାନଙ୍କର ସମଗ୍ର ଦଳକୁ ଏକତ୍ରିତ କରି ଏହି ପତ୍ରଟି ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ବର୍ଣ୍ଣ‌ବ୍‌‌ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ। ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ବିଦାୟ ହୋଇ ଆନ୍ତିୟଖିଅାକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್, ಪಾವ್ಲು, ಬಾರ್ನಾಬಾಸ್, ಜುದ್ ಅನಿ ಸಿಲಾಸ್ ಜೆರುಜಲೆಮಾತ್ನಾ ಜಾವ್ಕ್ ಲಾಗ್ಲೆ, ತೆನಿ ಅಂತಿಯೊಕಾಕ್ ಜಾವ್ನ್ ಥೈತ್ಲ್ಯಾ ದೆವಾಚ್ಯಾ ಲೊಕಾಂಚೊ ತಾಂಡೊ ಮಿಳ್ವುನ್ ತೆಂಕಾ ಹಿ ಚಿಟ್ ದಿಲ್ಯಾನಿ.