Acts 15:31 — Compare Translations
7 translations compared side by side
Odia - 1840
"ଆନ୍ତିୟଖିଆର ବିଶ୍ବାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସମାନଙ୍କେୁ ଅନ୍ୟନ୍ତ ଉତ୍ସାହିତ କରିଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ତାହା ପାଠ କରି ଆଶ୍ଵାସନା ପାଇ ଆନନ୍ଦିତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାକାର ବିଶ୍ୱାସୀମାନେ ଚିଠିଟିର ଉତ୍ସାହଜନକ ବାର୍ତ୍ତା ପଢ଼ି ଆନନ୍ଦରେ ପରିପୂର୍ଣ୍ଣ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾಚ್ಯಾ ಲೊಕಾನಿ ಹೆ ವಾಚ್ಲ್ಯಾನಿ, ಅನಿ ತ್ಯಾ ಚಿಟಿತ್ ಹೊತ್ತಿ ಉಮ್ಮೆದಿಚಿ ಖಬರ್ ಆಯ್ಕುನ್ ಕುಶಿ ಹೊಲೆ.