Acts 15:6 — Compare Translations
7 translations compared side by side
Odia - 1840
"ପ୍ ରରେିତ ଓ ପ୍ରାଚ଼ୀନମାନେ ଏ ସମସ୍ଯା ଉପରେ ବିଚ଼ାର କରିବା ପାଇଁ ଏକତ୍ରୀତ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ବିଷୟ ଆଲୋଚନା କରିବା ପାଇଁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ନେତାମାନେ ଏକତ୍ରିତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରେରିତ ଓ ପ୍ରାଚୀନମାନେ ଏ ସମସ୍ୟା ଉପରେ ବିଗ୍ଭର କରିବା ପାଇଁ ଏକତ୍ରିତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ, ಅಪೊಸ್ತಲಾ ಅನಿ ಜಾಂನ್ತಿ ಲೊಕಾ ಹ್ಯಾ ಸಮಸ್ಯಾಚ್ಯಾ ವಿಶಯಾತ್ ಚರ್ಚಾ ಕರುಕ್ ಮನುನ್ ಗೊಳಾ ಹೊವ್ನ್ ಯೆಲಿ.